ଗାଇଡ଼୍

ଉଇକିଅଭିଧାନ‌ରୁ

ଗାଇଡ଼୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ବୈଦେଶଜ - ବିଶେଷ୍ୟ - (ଇଂ)[ସମ୍ପାଦନା]

୧. ପଥପ୍ରଦର୍ଶକ; ଆଗେ ଆଗେ ଚାଲି ଯେ ବାଟ ଦୋଖାଏ —୧. A guide.
୨. କୌଣସି ପ୍ରସିଦ୍ଧ ବା ଦର୍ଶନୀୟ ସ୍ଥାନରେ ଯେଉଁ ବ୍ୟକ୍ତି ଆଗନ୍ତୁକମାନଙ୍କୁ ଉକ୍ତ ସ୍ଥାନର ଭିନ୍ନ ଭିନ୍ନ ଦର୍ଶନୀୟ ବସ୍ତୁ ବା ବିଷୟମାନଙ୍କ ନିକଟକୁ ନେଇ ସେ ସବୁ ବସ୍ତୁକୁ ଚିହ୍ନାଇ ଦିଏ —୨. A guide to visitors in a place of interest.
୩. ଯେଉଁ ପୁସ୍ତକରେ ରେଳ, ଡାକ, ଟେଲିଗ୍ରାଫ୍ଆଦି ବିଭାଗର ନିୟମ ଓ ଜ୍ଞାତବ୍ୟ ବିଷୟମାନ ବିବୃତ ହୋଇ ଥାଏ —୩. A guide-book (e.g. postal guide; railway guide).