ଗାଉଁଲି

ଉଇକିଅଭିଧାନ‌ରୁ

ଗାଉଁଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଗ୍ରାମ୍ୟ)[ସମ୍ପାଦନା]

୧. ଗ୍ରାମ୍ୟ — ୧. Rural.
୨. ଗ୍ରାମସମ୍ୱନ୍ଧୀୟ — ୨. Relating to village.
୩. ଗ୍ରାମବାସୀ; ମଫସଲୀ (ଲୋକ) — ୩. Inhabiting a village.

ତୋଠରେ ଦିନରାତି ଖଣ୍ଡିଏ ଡଙ୍ଗା ବନ୍ଧା ହୋଇଥାଏ, ଗାଉଁଲି ଲୋକେ, ହାଟୁଆ ଲୋକେ ପାରି ହୁଅନ୍ତି ଫକୀରମୋହନ. ଛମାଣଆଠଗୁଣ୍ଠ

୪. ଅମାୟିକ; ସରଳପ୍ରକୃତିକ — ୪. Simple; unsophisticated.
୫. ଓଲ୍ଲୁ; ନିର୍ବୋଧ —୫. Foolish; stupid.