ଗାତ୍ରଦାହ

ଉଇକିଅଭିଧାନ‌ରୁ

ଗାତ୍ରଦାହ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗାତ୍ର+ଦାହ)[ସମ୍ପାଦନା]

୧. ଦେହ ପୋଡ଼ିବା — ୧. Burning sensation in the skin.


୨. (ଲକ୍ଷଣାର୍ଥ) ମନ ପୋଡ଼ିବା; ଈର୍ଷା ବା କ୍ରୋଧଜନିତ ମାନସିକ ଅଶାନ୍ତି —୨. (figurative) Heart-burning.