ଗାରୁଗାରୁ

ଉଇକିଅଭିଧାନ‌ରୁ

ଗାରୁଗାରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷଣ -[ସମ୍ପାଦନା]

୧. ବିରକ୍ତ ବା ଅଭିମାନ ପ୍ରକାଶପୂର୍ବକ ଗାଉଁ ଗାଉଁ ହେଉଥିବା — ୧. Grumbling.
୨. ବିମର୍ଷ; ଭ୍ରୁକୁଟୀଯୁକ୍ତ — ୨. Scowling; sullen; frowning.
୩. ଅସନ୍ତୁଷ୍ଟ —୩. Discontented.
୪. ବିରକ୍ତି ପ୍ରକାଶକ — ୪. Showing signs of discontent.

(ଯଥା—ମୁହଁ ଗାରୁଗାରୁ କରିବା)