ଗାରୁଗାରୁଆ

ଉଇକିଅଭିଧାନ‌ରୁ

ଗାରୁଗାରୁଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଯେ ସାମାନ୍ୟ କଥାରେ ଭ୍ରୁକୁଟୀ କରେ — ୧. Scowling; frowning.
୨. ସର୍ବଦା ଅସନ୍ତୁଷ୍ଟ — ୨. Always discontented.