ଗୁଜରାତି

ଉଇକିଅଭିଧାନ‌ରୁ

ଗୁଜରାତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • ସଂସ୍କୃତ - ନାମ—ଏଳା, ଉପକୁଞ୍ଚକା

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ସୁଗନ୍ଧ ମସଲାବିଶେଷ — Small cardamum with white rind. Elettaria cardamomum.

[ ଦ୍ର—ଏହା ଭରତର ଦକ୍ଷିଣପଶ୍ଚିମ ଅଞ୍ଚଳରେ ଜନ୍ମେ ଏହା ହଳଦୀ ଜାତୀୟ ଗୁଳ୍ମର କୋଷମୟ ଫଳ ଏହାର ଉପରି— ଭାଗରେ ଧଳା ଚୋପା ଓ ଭିତରେ କଳା ଦାନା ଥାଏ]

ଗ୍ରାମ୍ୟ - ବିଶେଷ୍ୟ - ଓବିଶେଷଣ -[ସମ୍ପାଦନା]

ଗୁଜରାଟୀ (ଦେଖ) - — Gujarāṭī (See)