ଗୁଜରାତି
ଦେଖଣା
ଗୁଜରାତି
ଉଚ୍ଚାରଣ
[ସମ୍ପାଦନା]- ବଙ୍ଗାଳୀ: গুজরাতী, ছোট এলাচি
- ହିନ୍ଦୀ: छोटि एलाचि, गुजराती ईलायती
- ସଂସ୍କୃତ - ନାମ—ଏଳା, ଉପକୁଞ୍ଚକା
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସୁଗନ୍ଧ ମସଲାବିଶେଷ — Small cardamum with white rind. Elettaria cardamomum.
[ ଦ୍ର—ଏହା ଭରତର ଦକ୍ଷିଣପଶ୍ଚିମ ଅଞ୍ଚଳରେ ଜନ୍ମେ ଏହା ହଳଦୀ ଜାତୀୟ ଗୁଳ୍ମର କୋଷମୟ ଫଳ ଏହାର ଉପରି— ଭାଗରେ ଧଳା ଚୋପା ଓ ଭିତରେ କଳା ଦାନା ଥାଏ]
ଗ୍ରାମ୍ୟ - ବିଶେଷ୍ୟ - ଓବିଶେଷଣ -
[ସମ୍ପାଦନା]ଗୁଜରାଟୀ (ଦେଖ) - — Gujarāṭī (See)