ଗେଲାଇ ଗେଲାଇ
ଗେଲାଇ ଗେଲାଇ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଦେଶଜ - କ୍ରି. ବିଶେଷଣ -[ସମ୍ପାଦନା]
- ୧. ଅତି ଅନାୟାସାରେ; ଖେଳିଲା ପରି —୧. Playfully.
ପଦାଚିଙ୍କି ଯେ ଶୁଣ୍ଡା ଦଣ୍ଡରେ ବୁଲାଇ, ଛେଳିରେ ମହୀତଳେ ଗେଲାଇ ଗେଲାଇ କୃଷ୍ଣସିଂହ. ମହଭାରତ. କର୍ଣ୍ଣ
- ୨. ଅନ୍ୟଠାରୁ ଆଦର ପାଇବା ପ୍ରତ୍ୟାଶରେ ସ୍ନେହଭଙ୍ଗି ଦେଖାଇ —With an attitude of fondness in expectation of receiving fondling treatment from another person in return.