ଗୋଗେଇ

ଉଇକିଅଭିଧାନ‌ରୁ

ଗୋଗେଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (କେନ୍ଦ୍ରାପଡ଼ା) ବିଶେଷ୍ୟ -[ସମ୍ପାଦନା]

ପଶ୍ଚିମା ପବନ ସହିତ ମେଘାଚ୍ଛନ୍ନ ଆକାଶଯୁକ୍ତ ପାଗ — Cloudy weather accompanied by west-wind.

(ଯଥା—ଆଜି ଗୋଗେଇ ହୋଇଛି)