ଗୋଜା

ଉଇକିଅଭିଧାନ‌ରୁ

ଗୋଜା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଋଣପତ୍ର; ତମସୁକ — ୧. Simple mony-bond.

ଋଣ ବ୍ରହ୍ମସ୍ୱ ନେବା ଲୋକଙ୍କୁ ଡକାଇଲା ଗୋଜା କିରି ମୂଳ କରନ୍ତର ଛାଡ଼ି ଦେଲା—ପୀତାମ୍ୱର ନୃସିଂହପୁରାଣ

୨. ଭୂମି ବଣ୍ଟାନର ନିର୍ଣ୍ଣୟ-ପତ୍ର — ୨. Allotment paper in land in land-partition.
୩. ମେଖ; କୀଳ —୩. peg.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ତୀକ୍ଷ୍ଣାଗ୍ର; ମୁନିଆଁ —୧. Sharp-pointed.

ବନସ୍ତର କଣ୍ଟା ବେଳହୁଁ ଗୋଜା—ତଗ

୨. ନିସ୍ପନ୍ଦ; ବାକ୍ଶକ୍ତିହୀନ; ଘୁଙ୍ଗା —୨. Dumb; silent.

ଚୋରମୁହଁ ଗୋଜା—ତଗ