ଗୋମୁହାଁ

ଉଇକିଅଭିଧାନ‌ରୁ

ଗୋମୁହାଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋମୁଖ)[ସମ୍ପାଦନା]

ଏକଜାତି କୁମ୍ଭୀର — A kind of crocodile.

[ଦ୍ରଷ୍ଟବ୍ୟ —ଏମାନେ ମନୁଷ୍ୟ ଓ ଗୋରୁ ଆଦି ଜୀବଙ୍କୁ ପାଟିରେ ଧରି କିମ୍ୱା ଜଳକୂଳରୁ ଖଗଦ୍ୱାରା ଆଘାତ କରି ପାଣିକୁ ନେଇ ଯାଆନ୍ତି ଏବଂ ପରେ ତାକୁ ଖଣ୍ଡ ଖଣ୍ଡ କରି ଖାଆନ୍ତି ଏମାନେ ଲମ୍ୱରେ ଦଶହାତ ପର୍ଯ୍ୟନ୍ତ ବଢ଼ିବା ଦେଖାଅଛି ଗୋଟିଏ ଗୋଟିଏ କୁମ୍ଭୀରଙ୍କ ପେଟ ଚିରା ହେବାରେ ତାଙ୍କ ପେଟରୁ ଭୁକ୍ତ ମନୁଷ୍ୟଙ୍କର ଅଳଙ୍କାରମାନ ବାହାରିବାର ଦେଖାଯାଏ]