ଘରପୋଡ଼ିଆ

ଉଇକିଅଭିଧାନ‌ରୁ

ଘରପୋଡ଼ିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ନାମ=କ୍ଷେତ୍ରପର୍ପଟ)[ସମ୍ପାଦନା]

ଏକପ୍ରକାର ଓଷଧି ଗୁଳ୍ନ; କ୍ଷେତ ପାପଡ଼ା —A medicinal plant, growing wild on waste land; Oldenlandia Biflora (Kirtikar); Spermacoce; Articularis; Umeria Parviflora.

[ଦ୍ରଷ୍ଟବ୍ୟ —ଆଚ୍ଛୁକାଦି ବର୍ଗର ବନ୍ୟ ଶାକବିଶେଷ ଏ ଗୁଳ୍ମ ଫାରାସୀ - ସାହତରା ଦେଢ଼ ଚାଫଣ୍ଡ ଉଚ୍ଚ ଓ ଝାମ୍ପୁଡ଼ା ପତ୍ର ସରୁସରୁ, ଆରବୀ - ବକଲ୍ତୁଲ୍ ଫଳ ଛୋଟ ଧନିଆ ଫଳ ପରି ଫୁଲ ଧଳା ଓ ମୋଟା, ବର୍ଷାଦିନେ ଯୋଡ଼ି ଯୋଡ଼ି ଫୁଲ ଧରେ; ଏହା ପିତ୍ତ, ରକ୍ତଦୋଷ, ଭ୍ରମ, ତୃଷ୍ଣା, କଫ, ଜ୍ୱର ଓ ଦାହନାଶକ ଏବଂ ଧାରକ, ଶୀତବୀର୍ଯ୍ୟ ତିକ୍ତରସ, ବାୟୁବର୍ଦ୍ଧକ ଓ ଲଘୁ]

ଦେଶଜ - ବିଶେଷଣ -[ସମ୍ପାଦନା]

ଘରପୋଡ଼ା (ଦେଖ) - Gharapoṟḍ̠ā (See)