ଘଷରା

ଉଇକିଅଭିଧାନ‌ରୁ

ଘଷରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

ଦେଶଜ - ବିଶେଷଣ - (ସଂସ୍କୃତ - ଘୃଷ୍ ଧାତୁ)[ସମ୍ପାଦନା]

୧. ଘର୍ଷଣଦ୍ୱାରା କ୍ଷୟପ୍ରପ୍ତ — ୧. Worne out by fricrtion.
୨. କ୍ଷୟପ୍ରପ୍ତ ହେବାରୁ ଅଚଳ (ମୁଦ୍ରା) — ୨. (coin) Incapable of being circulated (owing to having been worne out by constant friction and use).
୩. ଯେଉଁ ମୁଦ୍ରାରୁ ଅକ୍ଷର ଓ ଛାପାଆଦି ଘଷି ହୋଇ ଲିଭ ଯାଇ ଥାଏ —୩. Defaced (coin).
୪. ଅତ୍ୟନ୍ତ ଅଭ୍ୟସ୍ତ ହେବା ଯୋଗୁଁ ଅନାଦୃତ — ୪. Slighted on account of constant practice.
୫. ଅତ୍ୟନ୍ତ ଅଭ୍ୟସ୍ତ —୫. Habituated.
୬. ଅତି ପରିଚୟ ଯୋଗୁଁ ଅନାଦୃତ — ୬. Disregarded on account of familiarity.
୭. ବହୁକାଳର ଘନିଷ୍ଠ; ଚିରପରିଚିତ — ୭. Long intimate or familiar.