ଘାଏ ଘାଏ
ଘାଏ ଘାଏ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି | (file) |
ଅନୁବାଦ[ସମ୍ପାଦନା]
ଘାଏ ଘାଏ
|
ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଘାତ)[ସମ୍ପାଦନା]
୧ : ଏକ ଏକ ପ୍ରହାର କରି — ୧. Stroke by stroke.
- ୨. ଥରକେ ଏକ ପ୍ରହାର ଦେଇ; ଥରକେ ପାହାରେ — ୨. One stroke at a time.
ରଜାକୁ ଘାଏ ଘାଏ ରାଣୀଙ୍କ ଯୁଗବୁଡ଼ ଢଗ
- ୩. ଥରକୁ ଥର; ବାରଂବାର — ୩. Repeatedly; over and over.
(ଯଥା—ତୁ ଏଠାକୁ ଘାଏ ଘାଏ ଆସୁଥିବୁ ତ )