ଘୁମା
ଘୁମା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଘୁମା
|
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ନିଦ୍ରା; ତନ୍ଦ୍ରା —୧. Sleep; drowsiness.
- ୨. ଢୁଳ; ଢୁଳା; ନିଦ୍ରାରେ ଢଳିବା — ୨. Dozing.
- ୩. ମାଟିର ବଡ଼ ପାତ୍ର; ଘୁମ —୩. A big-bellied narrow-mouthed tall earthen jar.
- ୪. ଗୋରୁଙ୍କ ରୋଗବିଶେଷ —୪. A cattle disease.
[ ଦ୍ର—ଏଥିରେ ଗୋରୁ ସର୍ବଦା ଆଖି ବୁଜି ରହେ ଓ ଠିଆ ହେବାକୁ ଚେଷ୍ଟା କଲେ ଘାଉଁରି ଖାଇ ପଡ଼ିଯାଏ]
- ୫. ଘୁର୍ଣ୍ଣନ —୫. Rotation; revolving; moving in a circle; whirling motion.
ଦେଶଜ - ବିଶେଷଣ -[ସମ୍ପାଦନା]
- ୧. ନିଦ୍ରାଳୁ —୧. Sleepy.
- ୨. ଯେ ସର୍ବଦା ଢୁଳାଏ ବା ଘୃମାଏ — ୨. Habituated to dozing; drosy.
ଘୁମା, ଘୁଙ୍ଗୁଡ଼ା, ଗାରୁଡ଼ା, ଏ ତିନିହେଁ ଭୁରୁଡ଼—ଢଗ
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ଇଚ୍ଛାନୁସାର ପଥିକଙ୍କ. ଅଟକାଇବା ପାଇଁ ବ୍ୟବହୃତ)[ସମ୍ପାଦନା]
ବଡ଼ ରାସ୍ତାର ମଝିରେ ଲାଗିଥିବା କବାଟ —Doors on public roads; toll-gate turnpike.