ଘୃତୋଦ

ଉଇକିଅଭିଧାନ‌ରୁ

ଘୃତୋଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଘୃତ+ଉଦ; ଘୃତ ଅଟେ ଉଦ= ଉଦକ ଯହିଁର)[ସମ୍ପାଦନା]

ପୌରାଣିକ ସପ୍ତସମୁଦ୍ର ମଧ୍ୟରୁ ଏକତମ (ଏଥିରେ ଘୃତ ପୂର୍ଣ୍ଣ ଥାଏ) —One of the seven mythological oceans.