ଘେରିବା
ଘେରିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରିୟାପଦ - (ସଂସ୍କୃତ - ଗ୍ରହ ଧାତୁ କିମ୍ୱା ସଂସ୍କୃତ - ଘୃ ଧାତୁ=ଆଚ୍ଛାଦନ କରିବା)[ସମ୍ପାଦନା]
ବେଢ଼ିବା; ବେଷ୍ଟନ କରିବା — ୧. To surround; to encompass.
ଚାରି ହରିତରେ ଘେରି ଚରାଉଥାନ୍ତି ବାଛୁରୀ କବିସୂର୍ଯ୍ୟ. କିଶୋରୀଚମ୍ପୂ ଚ. ଗୀତ
- ୨. ଅବରୋଧ କରିବା —୨. To enclose; to blockade.
- ୩. ସମ୍ପର୍ଣ୍ଣରୂପେ ଆକ୍ରାନ୍ତ କରିବା —୩. To beset.