ଘୋଟା
ଘୋଟା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୃଷ୍ଟ)[ସମ୍ପାଦନା]
ଭାଙ୍ଗ ଓ ନାଶ ପ୍ରଭୃତି କୁଣ୍ଡିରେ ବାଡ଼ିଦ୍ୱାରା ଘୋଟିବା; ପେଷିବା ବା ମର୍ଦ୍ଦନ କରିବା — To pound tobacco, bhāng etc in a mortar with the helf of a rod.
ଦେଶଜ - ବିଶେଷଣ -[ସମ୍ପାଦନା]
ମର୍ଦ୍ଦିତ; ଦଳିତ; ନିଷ୍ପେଷିତ — Pounded; bruised.