ଘୋଡ଼ାଇବା

ଉଇକିଅଭିଧାନ‌ରୁ

ଘୋଡ଼ାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

=== ଦେଶଜ - କ୍ରିୟାପଦ - (ସଂସ୍କୃତ - ଗୃହ ଧାତୁ; ତୁଳ, ଗୂଢ଼; ସଂସ୍କୃତ - ଘୁଟ ଧାତୁ)

୧. ଆଚ୍ଛାଦିତ କରିବା; ଢାଙ୍କିବା — ୧. To cover; to envelop.

ଘୋଡ଼ାଇ ଦେଲାବେଳେ ସହୀ ନିଶାରେ—ଭଞ୍ଜ. ପ୍ରେମସୁଧାନିଧି

୨. ଗୋପନ କରିବା; ଲୁଚାଇବା — ୨. To hide; to hush up; to conceal

ଯିବା କେଳିବାସେ ବାସେ ଘୋଡ଼ାଇ ହରଷେ ରସେ ମଜ୍ଜିବୁ ଶୁଣି ରହସେ ହସେ ଭଞ୍ଜ. ପ୍ରେମସୁଧାନିଧି

[ଦ୍ରଷ୍ଟବ୍ୟ —ଘୋଡ଼ାଇବା କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା, ନେବା, ପକାଇବା, ହେବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]