ଘୋଡ଼ାଘୋଡ଼ି

ଉଇକିଅଭିଧାନ‌ରୁ

ଘୋଡ଼ାଘୋଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ବହୁ ଦ୍ରବ୍ୟକୁ ଆଚ୍ଛାଦନ କରିବା କର୍ମ — Act of covering many things.

ଦେଶଜ - ବିଶେଷଣ -[ସମ୍ପାଦନା]

ଉତ୍ତମରୁପେ ଆଚ୍ଛାଦିତ —Well covered.