ଘୋ ଶବଦ

ଉଇକିଅଭିଧାନ‌ରୁ

ଘୋ ଶବଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

ଗ୍ରାମ୍ୟ - ବିଶେଷ୍ୟ - (ଘୋ=ଅନୁକାର ଧ୍ୱନି+ସଂସ୍କୃତ - ଶବ୍ଦ)[ସମ୍ପାଦନା]

ଘୋଘୋ; ଗୋଳମାଳ ଧ୍ୱନି; ବହୁଲକଙ୍କର ମିଳିତ ଉଚ୍ଚ ଧ୍ୱନି —A hue and cry; uproar; a confused din.