ଚଉଘରା
ଚଉଘରା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଚଉଘରା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁର+ ଘର)[ସମ୍ପାଦନା]
(ବଣିଆ ଶବ୍ଦ) ଚାରି ଗୋଟି ଘରଥିବା ରୂପାରେ ତିଆରି ମସଲା ରଖିବାର ପାତ୍ର ବା ଚାଙ୍ଗଡ଼ା — A plate with ୪ apartments for keeping spices.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]
ଚାରିଆଡ଼େ ଘର ବୁଲିଥିବା ଖଞ୍ଜା — A courtyard enclosed by houses on four sides.