ଚକ୍ଷୁଃ

ଉଇକିଅଭିଧାନ‌ରୁ

ଚକ୍ଷୁଃ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଚକ୍ଷ୍ ଧାତୁ+ଉସ୍)[ସମ୍ପାଦନା]

୧. (+କରଣ. ଉସ୍) ଆଖି; ନୟନ; ଦର୍ଶନେନ୍ଦିୟ —୧. Eye.
୨. (+ଭାବ. ଅନ) ଦୃଷ୍ଟି —୨. Sight; vision; look.
୩. ଦୃଷ୍ଟିଶକ୍ତି —୩. The faculty of sight.
୪. ଉଜ୍ଜ୍ୱଳତା; କାନ୍ତି; ତେଜଃ — ୪. Lustre; radiance; splendour.
୫. ଆଲୋକ —୫. Light.
୬. ଅଜମୀଢ଼ବଂଶୀୟ ପୁରୁଜାନୁଙ୍କ ପୁତ୍ର ଓ ହର୍ଯ୍ୟଶ୍ୱଙ୍କ ପିତା; ବିଷ୍ଣୁପୁରାଣୋକ୍ତ ରାଜାବିଶେଷ —୬. Name of a king of ancient India.
୭. ଅକ୍ସସ୍ ନଦୀ —୭. The river Oxus.

[ ଦ୍ର—ବିଷ୍ଣୁପୁରାଣରେ ଅଛି ଯେ ଗଙ୍ଗା ବ୍ରହ୍ମଲୋକରୁ ପଡ଼ି ୪ଟି ଧାରାରେ ପ୍ରବାହିତ ହେଲା ଯେଉଁ ଧାରା କେତୁମାଳା ପର୍ବତ ପାଖରେ ପଶ୍ଚିମସାଗରରେ ଯାଇ ପଡ଼ିଲା ତାହାର ନାମ ଚକ୍ଷୁଃ ବେଦରେ ମଧ୍ୟ ଏ ନାମ ମିଳେ (ହିନ୍ଦୀ - ଶବ୍ଦସାଗର) ]