ଚଞ୍ଚା

ଉଇକିଅଭିଧାନ‌ରୁ

ଚଞ୍ଚା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଚଞ୍ଚ୍+ ଅ+ଆ)[ସମ୍ପାଦନା]

୧. ବାଉଁଶ କାଠି ନିର୍ମିତ ଆସନ ବା ମୋଡ଼ା —୧. Stool made of wickerwork.
୨. ବାଉଁଶ କାଠି ନିର୍ମିତ ଆସନ; ଚାଞ୍ଚ; ମୁନ୍ଦୁରା; ତଳେଇ — ୨. Mat made of reeds.
୩. (କ୍ଷେତ୍ରରୁ ଶୃଗାଳ, କାକ ଆଦିକୁ ଭୟ ଦେଖାଇବା ନିମନ୍ତେ ବ୍ୟବହୃତ) କାଠି କୁଟାରେ ତିଆରି ମନୁଷ୍ୟା— କୃତି ମୃତ୍ତି —୩. Scare-crow.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଞ୍ଚା= ତଳେଇ ପରି ପତଳା ଥିବାରୁ)[ସମ୍ପାଦନା]

୧. ନଡ଼ିଆ ବାହୁଙ୍ଗା ମୂଳରେ ଥିବା ଜାଲ ଆକାରର ବଲୁକ; ଚାଞ୍ଚି —୧. A net-like thin bark at the root of a cocoanut branch.
୨. ଅପରିପକ୍ୱ ଆମ୍ୱଫଳର ନୂତନ କୋମଳ ଟାକୁଆ — ୨. The newly hardened stone of a newly devloped mango fruit.
୩. (ସଂସ୍କୃତ - ତକ୍ଷଣ) ତାଞ୍ଛିବା; ତଞ୍ଛା — ୩. Scraping.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ତକ୍ଷଣ)[ସମ୍ପାଦନା]

୧. ଯାହା ଦେହରୁ ଚୋପାଳକୁ ତାଞ୍ଛିଥାନ୍ତି; ତଞ୍ଛା —୧. Scraped of the bark.
୨. ଯେଉଁ ଭୂମି ଉପରୁ ଘାସ ଆଦି ତଞ୍ଛା ହୋଇଥାଏ — ୨. (land) From which grass has been scraped off.
୩. ଗାଳିବିଶେଷ —୩. A term of abuse.