ଚଡ଼ୁ

ଉଇକିଅଭିଧାନ‌ରୁ

ଚଡ଼ୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ରୋଗ ନିବାରଣାର୍ଥ ତପ୍ତଲୌହଦ୍ୱାରା ଜୀବଶରୀରର ଶିରାରେ ଦିଆଯିବା ଦାଗ; ଚିଆଁ; ବାଣୀ — ୧. Cauterization; branding marking with a hot iron.
୨. ଗରମ ଲୌହଦ୍ୱାରା ଦେହରେ କରାଯିବା ଚିହ୍ନ — ୨. A mark with a branding iron.