ଚନ୍ଦ୍ରହାର

ଉଇକିଅଭିଧାନ‌ରୁ

ଚନ୍ଦ୍ରହାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଏଥିରେ ଚନ୍ଦ୍ର ପରି ଗୋଲାକାର ଚକତି ମାନ ଖଞ୍ଜା ଥିବାରୁ)[ସମ୍ପାଦନା]

ଗୋଠ ବା ୘ୋଟିଭୂଷଣବିଶେଷ — ୧. A waist-chain set with circular bits.

୨. ଗଳାର ହାରବିଶେଷ — ୨. A kind of necklace.

ପ୍ରାଦେଶିକ - (ଆଠମଲ୍ଲିକ) ବିଶେଷ୍ୟ -[ସମ୍ପାଦନା]

ଗୋଖର ଆଦିରେ ଲାଗିଥିବା ଶିକୁଳି; ଯାହା କାନ ଉପରେ ବୁଲି ଆସିଥାଏ — Chain which keeps the heavy pendants of the ear suspended.