ଚରମ ଆଦର୍ଶ

ଉଇକିଅଭିଧାନ‌ରୁ

ଚରମ ଆଦର୍ଶ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚରମ+ଆଦର୍ଶ;ସଂସ୍କୃତ -ରେ ସନ୍ଧିଦ୍ୱାରା ଚରମାଦର୍ଶ ପଦ ହେବ; ଓଡ଼ିଆରେ ୨ଟି ଶବ୍ଦ ପୃଥକ ରଖାଯାଇଅଛି)[ସମ୍ପାଦନା]

ମନୁଷ୍ୟ ଜୀବନର ସର୍ବୋତ୍କୃଷ୍ଟ ବା ଅନ୍ତିମ ଲକ୍ଷ୍ୟ —The beau-ideal; the ultimate model or aim of life; the highest aim of human existence.