ଚର୍ଚ୍ଚରିକା

ଉଇକିଅଭିଧାନ‌ରୁ

ଚର୍ଚ୍ଚରିକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଚର୍ଚରିକା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ.— (ଚର୍ଚ୍ଚ ଧାତୁ=ଚର୍ଚର୍ ଶବ୍ଦ କରିବା+ ସଂଜ୍ଞାର୍ଥେ. ଅର+କ+ସ୍ତ୍ରୀ. ଆ)[ସମ୍ପାଦନା]

୧. ଆନଦ୍ଧ ବାଦ୍ୟ ଯନ୍ତ୍ରବିଶେଷ; ତାସା —୧. A kind of drum producing a crecking sound.
୨. ବହୁ ବାଦ୍ୟସମନ୍ୱିତ ଧ୍ୱନି — ୨. Musical symptony.
୩. ଗାନବିଶେଷ; ପୁନଃ ପୁନଃ ଉଚ୍ଚାରିତ ଗାନ — ୩. A kind of swiftly sung song; an alternately recited song.
୪. ବସନ୍ତୋତ୍ସବ; ଚାଚେରି ଉତ୍ସବ; ହୋରି ଉତ୍ସବ — ୪. Name of a religious ceremony performed in spring time.

[ଦ୍ରଷ୍ଟବ୍ୟ — ଦୋଳ ସମୟରେ ପିଚିକାରି ମାରିବା, ଅବିର ପକାଇବା ଆଦି ହୁଏ ଓ ହୋରି ଗୀତ ବୋଲାଯାଏ]

୫. ହୋରି ସମୟରେ ବୋଲା ଯିବା ଗୀତ — ୫. A kind of song sung during the Holi festival.
୬. କରତଳ ଧ୍ୱନି; ତାଳି ବଜାଇବାର ଶବ୍ଦ (ହିନ୍ଦୀ - ଶବ୍ଦସାଗର) — ୬. Sound of clapping.
୭. ନାଟକ ଅଭିନୟ ବେଳେ ଏକ ଅଭିନୟର ସମାପ୍ତି ଓ ପରବର୍ତ୍ତୀ ଅଭିନୟ ଆରମ୍ଭ ମଧ୍ୟରେ ଦର୍ଶକମାନଙ୍କ ମନୋରଞ୍ଜନାର୍ଥ ବୋଲାଯିବା ଗାନ (ହିନ୍ଦୀ - ଶବ୍ଦସାଗର) — ୭. A song sung during intervals of acting.

[ଦ୍ରଷ୍ଟବ୍ୟ —କାଳିଦାସଙ୍କ ବିକ୍ରମାର୍ବଶୀ ନାଟକରେ ଅନେକ ଚର୍ଚ୍ଚାରିକା ଅଛି]