ଚହଚହ

ଉଇକିଅଭିଧାନ‌ରୁ

ଚହଚହ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ. (ଧ୍ୟନ୍ୟନୁକରଣ)[ସମ୍ପାଦନା]

୧. ଲୋକଗହଳ ବା ଗୋଳମାଳର ଅବ୍ୟକ୍ତ ଶବ୍ଦ; ଗହଗହ —୧. Indistinct noise arising from a crowd of people
୨. ଚମକ; ଚାକଚକ୍ୟ —୨. Splendour.
୩. ଅତ୍ୟନ୍ତ; ଟହଟହ — ୩. Very; too much.

(ଯଥା—ନାଲଚହଚହ)