ଚାକୁଳିଆ

ଉଇକିଅଭିଧାନ‌ରୁ

ଚାକୁଳିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚକ୍ରକୁଲ୍ୟା)[ସମ୍ପାଦନା]

କୃଷ୍ଣପର୍ଣ୍ଣୀ; ଶିମ୍ୱାଦି ବର୍ଗର ବନ୍ୟ ହ୍ରସ୍ୱାକାର କ୍ଷୁପବିଶେଷ —Uraria Lagopoides; Hemionites Cordifolia

[ଦ୍ରଷ୍ଟବ୍ୟ —ଏହାର ପତ୍ର ପ୍ରାୟ ଗୋଲ ଓ ଲୋମଶ; ଫୁଲ ଆରକ୍ତ ଓ ବହୁ ପରିମାଣରେ ଫୁଟେ; ଛୁଟିରେ ୨ଟି ଗଣ୍ଠି ଦିହିକୁଦିହ ଲାଗିଥାଏ ଗଛ ଲଟାଇଲାବେଳେ ପ୍ରତି ଗଣ୍ଠିରୁ ଚେର ବାହାରେ ଏହା ତ୍ରିଦୋଷନାଶକ, ଶୁକ୍ରବର୍ଦ୍ଧକ, ଉଷ୍ଣବୀର୍ଯ୍ୟ, ମଧୁରରସ ଓ ସାରକ ଏହା ଦାହ, ଜ୍ୱର, ଶ୍ୱାସ, ରକ୍ତାତିସାର, ତୃଷ୍ଣା ଓ ବମନ ନିବାରକ]