ଛଇ କରିବା
ଛଇ କରିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଛଇ କରିବା
|
ଛଇ କାଢ଼ିବା, ଛଇ ଦେଖା (ଖେ)ଇବା, ଛଇ ଦେଖା(ଖେ)ଇ ହେ (ହ)ବା, ଛଇ ବାହାର କରିବାଅନ୍ୟରୂପ
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. ଛଟକ ବା ଭଙ୍ଗୀ ପ୍ରକାଶ କରିବା — ୧. To show frolicsomeness; to show off one's fine things.
- ୨. ରସିକତା କରିବା — ୨. To flirt; to practice gallantry.