ଛଉକା

ଉଇକିଅଭିଧାନ‌ରୁ

ଛଉକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଛଉକ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଂ.[ସମ୍ପାଦନା]

୧. ଶିକାରୀ; ଚତୁର; ଖାଦ୍ୟଦ୍ରବ୍ୟକୁ ଛପି କରି ଖାଇବା ବିଷୟରେ ପାରଙ୍ଗମ (ଯଥା—ବିରାଡ଼ି, କୁକୁର) —୧. Clever; cunning; dexterous (said of cats, dogs etc which are clever in catching things kept away from their reach).
୨. ଯେ ସୁଯୋଗ ଦେଖି ଶିକାରୀକୁ ଝାମ୍ପିବା ପାଇଁ ଜଗି ରହେ —୨. Crouching;lying in wait to pounce on a prey.
୩. ଛଉଆ (ଦେଖ) - —୩. Chhauā (See)