ଛଉଚ
ଛଉଚ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଛଉଚ
|
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଶୌଚ)[ସମ୍ପାଦନା]
- ୧. ଦେହରୁ ମଳ ଆଦିର ମାର୍ଜନା — ୧. Cleaning impurities off the body.
- ୨. ମୃତାହରେ ମୃତ ବ୍ୟକ୍ତିର କୁଟୁମ୍ୱାଦିଙ୍କର କ୍ଷୌର, ସ୍ନାନ ଆଦିଦ୍ୱାରା ଶୁଦ୍ଧ ହେବା —୨. Purification of the kinsmen and relatives after the funerals.
- ୩. ଝାଡ଼ା ଫେରିବା ପରେ ଛ଼ଅଞ୍ଚିବା — ୩. Washing of the private parts after passing tools.
ଗ୍ରାମ୍ୟ - ବିଶେଷଣ -[ସମ୍ପାଦନା]
ମାର୍ଜିତ; ଶୁଦ୍ଧ —Cleansed.