ଛଉଚ କରିବା

ଉଇକିଅଭିଧାନ‌ରୁ

ଛଉଚ କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଛଉଚ ହେବା—ଅନ୍ୟରୂପ)

ଗ୍ରାମ୍ୟ - କ୍ରି. (ସଂସ୍କୃତ - ଶୌଚ)[ସମ୍ପାଦନା]

ଛଅଁଚିବା; ମଳ ଆଦି ତ୍ୟାଗ କରିବା ପରକେ ପରେ ଶରୀରରୁ ମଳାଦି ପରିଷ୍କାର କରିବା —To cleanse the private parts of impurities after answering calls of nature.