ଛକଡ଼ି
ଛକଡ଼ି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଛକଡ଼ି
|
(ଛକଡ଼ି—ଅନ୍ୟରୂପ)
(ଛକଡ଼ିଆ—ଅନାଦାରାର୍ଥକରୂପ)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ତୁଳ. ବଙ୍ଗାଳୀ - ତିନ୍କଡ଼ୀ)[ସମ୍ପାଦନା]
- ୧. ଉତ୍କଳରେ ଆପର୍ତ୍ତିଆଣି ଲୋକଙ୍କୁ ଦିଆଯିବା ନାମ)— (ଆପର୍ତ୍ତିଆଣି ତଳେ ନୋଟ ଦେଖ) — ୧. A name given to boys whose elder brothers or sisters have died (meaning, not worth a penay)
(ଦ୍ର— ଏହାର ଅର୍ଥ:—ଏ ବାଳକକୁ ଛଅ କଡ଼ା ମାତ୍ର ମୂଲ୍ୟରେ କିଣାଯାଇଅଛି ଯେଉଁପିଲାର ଆଗ ପିଲା ମରି ଯାଇଥାନ୍ତି;ମାଆ ମାନେ ଯମକୁ ଭଣ୍ଡାଇବା ପାଇଁ ତାହାକୁ ତିନି, ଛଅ, ନଅ କଡ଼ା କଉଡ଼ିରେ ଛୋଟଲୋକଙ୍କ ବିକି ଦେବାର ବାହାନା କରନ୍ତି]
- ୨. ପଶାକାଠିରେ ପଡ଼ିବା '୬' ସଂଖ୍ୟକ ଦାନ — A throw of the dice resulting in the coming up of six points.