ଛକପକ

ଉଇକିଅଭିଧାନ‌ରୁ

ଛକପକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂ ଶଙ୍କିତ)[ସମ୍ପାଦନା]

୧. ଶଙ୍କିତ — ୧. Apprehensive.
୨. ଭବିଷ୍ୟତରେ ଅଶୁଭ ଘଟିବା ସମ୍ୱନ୍ଧରେ ଆଶଙ୍କିତ — ୨. Having a presage or presentiinent.
୩. ଅସ୍ଥିର (ମନ) —୩. Restless (mind)
୪. ଲାଳାୟିତ —୪. Hankering.

(ଯଥା—ସେ ପିଲା ହାତରେ କୋରାଟିଏ ଦେଖି ଏ ପିଲାଟି ଛକପକ ହଉଛି!)