ଛଙ୍କା

ଉଇକିଅଭିଧାନ‌ରୁ

ଛଙ୍କା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚାଳନ)[ସମ୍ପାଦନା]

୧. ଛାଙ୍କିବା; ଛଣିବା — ୧. Straining; sifting (through a sieve.)
୨. ଘିଅରେ ପୁରି ଆଦି ଛାଣିବା —୨. Frying in a large quantity of ghee.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଛଣା ହୋଇଥିବା —୧. Sifted.
୨. ନିର୍ମଳ —୨. Cleansed.
୩. ବିଶୁଦ୍ଧ —୩. Purified.
୪. ଘିଅରେ ବା ତେଲରେ ଛଣା ହୋଇଥିବା — ୪. Fried in ghee or oil.
୫. ବଛା ହୋଇଥିବା —୫. Selected.