ଛଟିକା କନା

ଉଇକିଅଭିଧାନ‌ରୁ

ଛଟିକା କନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ନୂଆ ହାଣ୍ଡି ଗଢ଼ିବା ବେଳେ କୁମ୍ଭାରମାନେ ଯେଉଁ ଓଦା କନା କଞ୍ଚା ହାଣ୍ଡିରେ ପାଣି ଛାଟନ୍ତି —A piece of wet fag with which potters sprinkle water on wet earthen pots while preparing them.