ଛଣି
ଛଣି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷଣ - (ସଂସ୍କୃତ - ଶଣ)[ସମ୍ପାଦନା]
ଛଣପଟରେ ନିର୍ମିତ — Hempen.
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ଯହିଁରେ ଚାହା ଛଣାଯାଏ — ୧. A straining pot; strainer.
- ୨. ଛଣପଟର ଦଉଡ଼ି ବା ସୁତୁଲି — ୨. Hempen rope or twist.
- ୩. ଛଣପଟ ସୁତୁଲିରେ ବୁଣା ହୋଇଥିବା ଟଙ୍କା ରଖିବାର ଥଳି ବହା ତୋଡ଼ା ବା ମୁଣି —୩. A net purse or bag made of San-hemp.
- ୪. ଛଣପଟ —୪. San-hemp.
ବଜଳ ଛଣିଠାରୁ ପାଟ ଲୁଗାଯାଏ ଯାହା ମିଳଇ ତାହା ପିନ୍ଧଇ ମୁଁ ବାୟେ କୃଷ୍ଣସିଂହ. ମହାଭାରତ. ଶାନ୍ତି