ଛତିଆ ଛଡ଼ାଇବା

ଉଇକିଅଭିଧାନ‌ରୁ

ଛତିଆ ଛଡ଼ାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଗ୍ରାମ୍ୟ - କ୍ରି.[ସମ୍ପାଦନା]

୧. ଜିଭର ମଳକୁ ପରିଷ୍କାର କରିବା — ୧. To scrape off the sordes of the tongue.


(ଛତିଆ ଛଡ଼େଇବା—ଅନ୍ୟରୂପ)

୨. (ଲକ୍ଷଣାର୍ଥ) ନ ଖାଇଥିବା ବ୍ୟକ୍ତିକୁ ସୁଖାଦ୍ୟ ଖାଇବାକୁ ଦେବା (ଅର୍ଥାତ୍ ତଦ୍ଦ୍ୱାରା ତାହାର ଜିଭର ମଳକୁ ପରିଷ୍କୃତ କରାଇବା) —୨. (figurative) To give dainty things to a poor or famished person to eat (thus enabling him to have his tongue cleansed of its fur by the process of eating.)