ଛନଛନ
ଛନଛନ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷଣ - (ସଂସ୍କୃତ - ଚମତ୍କୃତ)[ସମ୍ପାଦନା]
- ୧. ଭୀତ — ୧. Frightened.
୨ : ଭୟରେ ଅସ୍ଥିର — ୨. Restless through fear, agitated.
ଶଲ୍ୟ କାଣ୍ଡରେ ପୀଡା ପାଇ ପାଣ୍ଡୁ ସୈନ୍ୟ ପଳାଇବାକୁ ମନ କରି ଛନଛନ—କୃଷ୍ଣସିଂହ. ମହାଭାରତ. ଶଲ୍ୟ
୩ : ଉଚ୍ଛନ୍ନ; ଅସ୍ଥିର —୩. Restless.
ଛନଛନ ମନ ବାତୁଳ ବଚନ ନିରେଖି ଚାହେଁ ଦଶଦିଶ— ପ୍ରାଚୀ. ଶିଶୁଶଙ୍କର. ଉଷାଭିଳାଷ
୪ : ଏଣେ ତେଣେ ଅସ୍ଥିରଭାବରେ ଚାହିଁବା — ୪. Glancing restlessly; casting momentary glances.
ଛନଛନ ହୋଇ ଦୁଆର ଏଣିତେଣି—କୃଷ୍ଣସିଂହ. ମହାଭାରତ. ବନ