ଛାଡ଼ି ଆସିବା

ଉଇକିଅଭିଧାନ‌ରୁ

ଛାଡ଼ି ଆସିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. କୌଣସି ବସ୍ତୁ ବା ବ୍ୟକ୍ତିକୁ କୌଣସି ସ୍ଥାନରେ ଭୁଲ କ୍ରମେ ପକାଇ ଦେଇ ଚାଲି ଆସିବା —୧. To come away by leaving a person or thing some where by oversight.


୨. କୌଣସି ସ୍ଥାନକୁ ଆସୁଥିବା କୌଣସି ବ୍ୟକ୍ତି ସଙ୍ଗେ ସହଚର ରୂପେ ଆସିବା —୨. To accompany a person coming to some place.

(ଯଥା—ଭାଇ ଭଉଣୀଙ୍କୁ ଶଶୁରଘରକୁ ଛାଡ଼ି ଆସିଥିଲା)

୩. ବାଟରେ କୌଣସି ସ୍ଥାନ ବା ବସ୍ତୁକୁ ଅତିକ୍ରମ କରି ଚାଲି ଆସିବା —୩. To come by leaving some place on the road.

(ଯଥା—ଆମେ ୩ କୋଶ ହେଲା ଭୂବନେଶ୍ୱର ମନ୍ଦିର ଛାଡ଼ି ଆସିଲେଇଁ)