ଛେନାରୁ ଚୋପା ଛଡ଼େଇବା

ଉଇକିଅଭିଧାନ‌ରୁ

ଛେନାରୁ ଚୋପା ଛଡ଼େଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ବ୍ୟଙ୍ଗ)[ସମ୍ପାଦନା]

ବୃଥା ବା ନିଷ୍ଫଳ କଧାରେ ମାତିବା — ୧. (ironical) To be engaged in a wild-goose chase.

୨. ଅତିରିକ୍ତ ରୂପେ ତନ୍ନ ତନ୍ନ କରି ଆଲୋଚନା ବା ତର୍କ କରିବା —୨. To use hair-splitting arguments.