ଜଗଦାନନ୍ଦ

ଉଇକିଅଭିଧାନ‌ରୁ

ଜଗଦାନନ୍ଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଜଗତ୍+ଆନନ୍ଦ, ୬ଷ୍ଠୀ ତତ୍; ରୂପକ)[ସମ୍ପାଦନା]

ଭଗବାନଙ୍କର ନାମ —A name of God.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଲୋକଙ୍କ ନାମ — A name given to males.