ଜଗୁସାଇଁ

ଉଇକିଅଭିଧାନ‌ରୁ

ଜଗୁସାଇଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଗତ୍+ସ୍ୱାମୀ)[ସମ୍ପାଦନା]

ଜଗନ୍ନାଥ — The Deity Jagannātha.

ଗଉଡ଼ ପଛରେ ଥାଇ, ଦେଖି ନରେ ଜଗୁସାଇଁ ନାଶ କର ମନତାପ. କହେ ପ୍ରତାପ ଯେ ପ୍ରତୀପ. ଶଶିଶେଣା