ଜାକଡ଼୍

ଉଇକିଅଭିଧାନ‌ରୁ

ଜାକଡ଼୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ହି)[ସମ୍ପାଦନା]

୧. କ୍ରେତା ବିକ୍ରେତା ଠାରୁ ପରୀକ୍ଷାର୍ଥ ଗ୍ରହଣ କରିବା ପଣ୍ୟ ଦ୍ରବ୍ୟର ମୂଲ୍ୟ ବିକ୍ରେତା ନିକଟରେ ଜମା ରଖିବା ଓ ପସନ୍ଦ ନ ହେଲେ ଦ୍ରବ୍ୟ ଫେରାଇ ଦେଇ ମୂଲ୍ୟ ଫେରି ପାଇବାର ଅଙ୍ଗିକାର ବା ଚୁକ୍ତି —୧. An agreement to take a commmodity on inspection from a shopkeeper on depositing its price, the price to be returned if the thing is not approved; a conditional sale; a purchase on trust.
୨. ପରୀକ୍ଷାର୍ଥ ବା ଦେଖିବା ପାଇଁ ପଣ୍ୟ ଦ୍ରବ୍ୟ (ଲୁଗା, ଅଳଙ୍କାର) ନିର୍ଦ୍ଦିଷ୍ଟ ଦିନ ସକାଶେ ନେବାର ରୀତି — ୨. The system of taking things on inspection.