ଜାରଜଯୋଗ

ଉଇକିଅଭିଧାନ‌ରୁ

ଜାରଜଯୋଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଫଳିତ ଜ୍ୟୋତିଷ ମତରେ ଜାତକରେ ଘଟିବା ଗ୍ରହସ୍ଥିତିଯୁକ୍ତ ଯୋଗବିଶେଷ —Name of a kind of astrological conjunction of planets in a person's horoscope.

[ଦ୍ରଷ୍ଟବ୍ୟ —ଜାରକରେ ଯଦି ଲଗ୍ନ ବା ଚନ୍ଦ୍ର ଉପରେ ବୃହସ୍ପତିଙ୍କ ଦୃଷ୍ଟି ପଡୁ ନ ଥାଏ ବା ସୂର୍ଯ୍ୟଙ୍କ ସହିତ ଚନ୍ଦ୍ର ଯୁକ୍ତ ହୋଇ ନ ଥାଏ କିମ୍ୱା ସୂର୍ଯ୍ୟଙ୍କ ସହିତ ପାପଯୁକ୍ତ ଚନ୍ଦ୍ରମା ଯୁକ୍ତ ହୋଇ ଥାଏ, ତେବେ ଉକ୍ତ ବ୍ୟକ୍ତିର ଜାରକ ଯୋଗ ହେବାର ଅନୁମିତ ହୁଏ ଦ୍ୱିତୀୟା, ସପ୍ତମୀ ଓ ଦ୍ୱାଦଶୀ ତିଥିରେ ଓ ରବିବାର, ଶନିବାର ବା ମଙ୍ଗଳବାର ଦିନ ଯଦି କୃତ୍ତିକା, ମୃଗଶିରା, ପୁନର୍ବସୁ, ଉତ୍ତରାଷାଢା, ଧନିଷ୍ଠା ବା ପୂର୍ବଭାଦ୍ରପଦ ନକ୍ଷତ୍ର ପଡ଼େ ତେବେ ଏହାକୁ ଜାରଜ ଯୋଗ ବୋଲା ଯାଏ ଏ ଯୋଗରେ ଜନ୍ମିବା ବାଳକ ମାତାଙ୍କ ବିବାହିତ ସ୍ୱମୀଙ୍କ ଔରସ ନ ଥିବାର ଜ୍ୟୋତିଷୀମାନେ ଅନୁମାନ କରନ୍ତି—ହିନ୍ଦୀ - ଶବ୍ଦସାଗର ]