ଜାୟ୍

ଉଇକିଅଭିଧାନ‌ରୁ

ଜାୟ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ବିପରୀତ—ବଜାୟ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜାୟୁ=ସ୍ଥାନ; ଆରବୀ - ଜାୟଜ୍=ଉଚିତ୍; ବାଜିବ୍)[ସମ୍ପାଦନା]

୧. ବିବରଣ; ହିସାବ —୧. Account.
୨. ହିସାବରେ ବିବରଣ ବା ତାଲିକା; ତପସିଲ — ୨. List.
୩. ହିସାବ କରାଯିବା କୋଣସି ବିଷୟରେ ସ୍ମାରକ ଚିହ୍ନ; ୩. Tick mark.
୪. ଲିଖିତ ବିସୃତ ବିବରଣ —୪. Detailed account.

ଅନୁବାଦ[ସମ୍ପାଦନା]

ବିଶେଷଣ - (ଆରବୀ - ଜାୟଜ୍=ଉଚିତ)[ସମ୍ପାଦନା]

୧. ଉତ୍ତମ —୧. Good.
୨. ନ୍ୟାୟାନୁଗତ —୨. Legal; lawful.
୩. ଉଚିତ —୩. Proper.