ଜୀ

ଉଇକିଅଭିଧାନ‌ରୁ

ଜୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜୀବ)[ସମ୍ପାଦନା]

୧. ଜୀବନ; ପ୍ରାଣ — ୧. Life.
୨. ମନ; ହୃଦୟ — ୨. Mind; heart.
୩. ଅକାଂକ୍ଷା —୩. Desire; wish.
୪. (ସ୍ନେହ; ଭକ୍ତି ଓ ବାତ୍ସଲ୍ୟସୂଚକ ପ୍ରୟୋଗ) ଭକ୍ତି ସ୍ନେହ ବା ବାତ୍ସଲ୍ୟର ପାତ୍ର; ଶ୍ରୀମାନ; ମହାଶୟ —୪. A person worthy of love, affection or respect.

[ଦ୍ରଷ୍ଟବ୍ୟ —ଭକ୍ତି ବା ସମାଦରାର୍ଥରେ—ବାବାଜୀ, ଠାକୁରଜୀ ଶ୍ରୀକୃଷ୍ଣଜୀ; ପୁତ୍ର ବା ଶଷ୍ୟ ଆଦିଙ୍କ ପ୍ରତି ବାତ୍ସଲ୍ୟ ଅର୍ଥରେ—ବାବୁଜୀ, ବାଲକଦାସ ଜୀ; ସ୍ନେହାର୍ଥରେ—ବାଈଜୀ, ସାହୁଜୀ]

[ଦ୍ରଷ୍ଟବ୍ୟ —ନାମ ପରେ ସମ୍ମାନର ନିଦର୍ଶନରୂପେ 'ଜୀ' ଯୁକ୍ତ ହେବା ସଂସ୍କୃତ ଆଭିଧାନକାର ବିଲ୍ସନ ସାହେବ ଲେଖିଅଛନ୍ତି]

ଦେଶଜ - ଅ—(ସମ୍ୱୋଧନାର୍ଥ)[ସମ୍ପାଦନା]

ଭୃତ୍ୟ ପ୍ରଭୂଙ୍କୁ ଉତ୍ତର ପ୍ରଦାନ କରିବାରେ ବ୍ୟବହୃତ ଭକ୍ତିସୂଚକ ସମ୍ୱୋଧନ—ହଁ, ମହାଶୟ —(interjection) Yes sir ! here sir !

[ଦ୍ରଷ୍ଟବ୍ୟ —ହିନ୍ଦୀ ଭାଷାରେ ଏହି ଶବ୍ଦର ଅବ୍ୟୟସୂଚକ ବ୍ୟବହାର ବିଶେଷ ପ୍ରଚଳନ ଦେଖାଯାଏ]