ଝଙ୍କା

ଉଇକିଅଭିଧାନ‌ରୁ

ଝଙ୍କା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବଡ଼ ଅଗଭୀର ଟୋକେଇ — ୧. A big and swallow basket.
୨. ପ୍ରାଚୁର୍ଯ୍ୟ — ୨. Excess; exuberance.
୩. ବଡ଼ ବଡ଼ ପେନ୍ଥା (ଫଳ ଆଦିର) — ୩. Large bunches.

ଦେଶଜ - ବିଶେଷଣ -[ସମ୍ପାଦନା]

ଝଙ୍କାଳିଆ (ଦେଖ) - Jhaṅkāḻiā (See)