ଝନ୍ଝଟ

ଉଇକିଅଭିଧାନ‌ରୁ

ଝନ୍ଝଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଂଜାଳ)[ସମ୍ପାଦନା]

ଅସୁବିଧା; ହଇରାଣ — Trouble.

(ଯଥା—ମୁଁ ବଡ଼ ଝନ୍ଝଟରେ ପଡ଼ିଛି)